Comprehension Passage
ତୋର ମୁକତିରେ. ମୋର ମୁକତି ମା ତୋର ହସେ ମୋର ହସ ତୋହରି ଅନ୍ତର ଆଦେଶେ ଚଳେ ମୁଁ ଘୋଷି ତୋର ମହ଼ାଯଶ । ଚିର ଦୁଃଖର ତୋ' ପାହାନ୍ତି ଅନ୍ଧାର ରାତି ଆସୁଅଛି ପାହି ସେ ନୂଆ ସପନେ ଫୁଲେ ମୁଁ ଆନଦେ ଜୟଗାନ ତୋର ଗାଇ । ତୁହି ଦେବଭୂମି ତୃହି ବୀରଭୂମି ତୁହି ମୋ ଭାରତ ମାଆ ତୋର ପାଦଧୂଳି ମୁଣ୍ତେ ହୋଇ ବୋଳି ରଖିବି ତୋହର ନାଆଁ । ଚେତନ-ଗରଭା-ମାଟି କେଉଁଟି ହଜିଛି ଖୋଜି ଦେ ମୋର ଚେତନାର ଚାବିକାଠି ।
ପାହାନ୍ତି ଅନ୍ଧାର ରାତି ବୋଲି କାହାକୁ ସୂଚାଯାଇଛି ?
1
ମୁକ୍ତକୁ
2
ବୀରଭୂମିକୁ
3
ଚିର ଦୁଃଖକୁ
4
ଅନ୍ତରକୁ