'For establishing misappropriation, an Investigating Officer has to first prove money having been entrusted to the accused.'
1
ଅର୍ଥ ଆତ୍ମସାତ ପ୍ରମାଣ କରିବା ତଦନ୍ତକାରୀ ଅଧିକାରୀର ପ୍ରଥମ ଦାଇତ୍ଵ
2
ଅର୍ଥ ଆତ୍ମସାତ ପ୍ରମାଣ କରିବାକୁ ତଦନ୍ତକାରୀ ଅଧିକାରୀ ପ୍ରଥମେ ପ୍ରମାଣିତ କରିବାକୁ ହୁଏ ଯେ ଆତ୍ମସାତ ଅର୍ଥ ଅଭିଯୁକ୍ତକୁ ଦିଆ ଯାଇଥୁଲା
3
ଅର୍ଥ ଆତ୍ମସାତ ପ୍ରମାଣିତ କରିବାକୁ ହେଲେ ତଦନ୍ତକାରୀ ଅଧିକାରୀ ପ୍ରଥମେ ପ୍ରମାଣିତ କରିବା ଆବଶ୍ୟକ ଯେ ଅଭିଯୁକ୍ତ ବିଶ୍ବାସ ସୃଷ୍ଟି କରିଥିଲା
4
ଅର୍ଥ ଆତ୍ମସାତ ପ୍ରମାଣିତ କରିବାକୁ ତଦନ୍ତକାରୀ ଅଧିକାରୀ ପ୍ରଥମେ ତାଙ୍କୁ ତଦନ୍ତ ଦାଇତ୍ବ ଦିଆ ଯାଇଥିବା ପ୍ରମାଣିତ କରିବା ଆବଶ୍ୟକ