ନିର୍ଦ୍ଦେଶାବଳୀ : ନିମ୍ନୋକ୍ତ ଇଂରାଜୀ ବାକ୍ୟଗୁଡିକ ଯତ୍ନ ସହକାରେ ପଢନ୍ତୁ ଏବଂ ତା' ତଳେ ଦିଆଯାଇଥିବା ସମ୍ଭାବ୍ୟ ଓଡ଼ିଆ ଭାଷାନ୍ତର ମଧ୍ୟରୁ ସର୍ବୋତ୍କୃଷ୍ଟ ଭାଷାନ୍ତର ସୂଚିତ ବାକ୍ୟଟି ନିର୍ଣ୍ଣୟ କରନ୍ତୁ ।
Banks have played an important role to shape the financial structure of the nation. after its nationalization in 1969.
1
1969ରେ ଜାତୀୟକରଣ ପରେ, ବ୍ୟାଙ୍କ ଗୁଡିକ ଆମ ଦେଶର ଅର୍ଥନୈତିକ ଢାଞ୍ଚା ଗଠନ କରିବାରେ ଏକ ଗୁରୁତ୍ତ୍ଵପୂର୍ଣ ଭୂମିକା ନିର୍ବାହ କରିଛନ୍ତି ।
2
1969ରେ ଜାତୀୟକରଣ ପରେ, ବ୍ୟାଙ୍କ ଗୁଡିକ ଆମ ଦେଶର ଅର୍ଥନୀତିକୁ ଏକ ଗୁରୁତ୍ତ୍ଵପୂର୍ଣ୍ଣ ଢାଞ୍ଚାରେ ପରିଚାଳନା’ କରିଛନ୍ତି ।
3
ଜାତୀୟକରଣ ପରେ 1969 ରେ ଆମ ଦେଶର ଅର୍ଥନୀତିକୁ ବ୍ୟାଙ୍କମାନେ ପ୍ରଭାବିତ କରିଛନ୍ତି।
4
1969 ର ଜାତୀୟକରଣ, ବ୍ୟାଙ୍କ ମାନଙ୍କୁ ଗୁରୁତ୍ତ୍ଵପୂର୍ଣ୍ଣ ଅ।ର୍ଥନୀତିକ ଭୂମିକା ପ୍ରଦାନ କରିଛି।