ନିମ୍ନଲିଖୂତ ଇଂରାଜୀ ବାକ୍ୟଟିର ସର୍ବୋତ୍କୃଷ୍ଟ ଓଡ଼ିଆ ଅନୁବାଦଟି ଚୟନ କର।

The book that I am reading is a travelogue.

1
ମୁଁ ପଢୁଥ‌ିବା ବହିଟି ଏକ ପୁରାଣ କାହାଣୀ।
2
ଭ୍ରମଣ କାହାଣୀଟି ମୁଁ ପଢୁଛି।
3
ମୁଁ ଭ୍ରମଣ କାହାଣୀ ପଢେ।
4
ମୁଁ ପଢୁଥ‌ିବା ବହିଟି ଏକ ଭ୍ରମଣ କାହାଣୀ।

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation