ସବୁ ସ୍ଥାନରେ ପରିସ୍ଥିତି ସହିତ ଖାପ ଖୁଆଇ ଚଳିବା -
ଏହି ଅର୍ଥ ପ୍ରକାଶ କରୁଥୁବା ଲୋକବାଣୀଟି କେଉଁଟି ?
1
ନଈକେ ଫାଙ୍କ, ଦେଶକେ ବ୍ୟାଙ୍କ
2
ଯେ ଦେଶେ ଯାଇ ସେ ଫଳ ଖାଇ
3
ହାତେ ମାପି ଚାଖଣ୍ଡେ ଚାଲିବା
4
ଦେଶକେ ଫାଙ୍କୁ , ନଈକେ ବାକ