The unit of Gravitational field intensity is same as that of acceleration. ସଠିକ ​ଅନୁବାଦ ଚିହ୍ନାଅ ?

1
ମାଧ୍ୟାକର୍ଷଣ କ୍ଷେତ୍ରର ତୀବ୍ରତାର ଏକକ ସଂବେଗର ଏକକ ସହ ସମାନ ଅଟେ ।
2
ମାଧ୍ୟାକର୍ଷଣ କ୍ଷେତ୍ରର ତୀବ୍ରତାର ଏକକ ବଳର ଏକକ ସହ ସମାନ 
3
ମାଧ୍ୟାକର୍ଷଣ କ୍ଷେତ୍ରର ତୀବ୍ରତାର ଏକକ ତ୍ଵରଣର ଏକକ ସହ ସମାନ 
4
ମାଧ୍ୟାକର୍ଷଣ କ୍ଷେତ୍ରର ତୀବ୍ରତାର ଏକକ ଚାପର ଏକକ ସହ ସମାନ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation