"ରାମ ତା' ମା'ଙ୍କୁ ବାରହାତିଆ ଲୁଗାଟିଏ ଉପହାରରେ ଦେଲା ।" - ଉକ୍ତ ବାକ୍ୟଟିରେ ପରିମାଣ ବାଚକ ବିଶେଷଣ କେଉଁଟି ?

1
ଉପହାର
2
ଲୁଗା
3
ରାମ
4
ବାରହାତିଆ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation