ଯଦି ପବନ ବିପରୀତ ଦିଗରେ ବହେ, ତେବେ ସାଇକେଲ ଚଳାଇବା କଷ୍ଟକର ହୋଇପଡ଼େ - ଏହାକୁ ସରଳ ବାକ୍ୟରେ ପରିଣତ କର। 

1
ଯେତେବେଳେ ପବନ ବିପରୀତ ଦିଗରେ ବହେ, ସେତେବେଳେ ସାଇକେଲ ଚଳାଇବା କଷ୍ଟକର ହୋଇପଡ଼େ।
2
ପବନର ପ୍ରତିକୂଳରେ ସାଇକେଲ ଚଳାଇବା କଷ୍ଟକର ହୋଇପଡ଼େ।
3
ବିପରୀତ ଦିଗରେ ପବନ ବହିବା ସାଇକେଲ ଚାଳନ ପାଇଁ ସୁବିଧାଜନକ ନୁହଁ। 
4
କେଉଁଟି ନୁହଁ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation