Sky appears blue due to scattering of light. ସଠିକ ଅନୁବାଦ ଚିହ୍ନାଅ ?
1
ଆଲୋକର ପ୍ରତିସରଣ ପ୍ରକ୍ରିୟା ପାଇଁ ଆକାଶ ନୀଳ ଦେଖାଯାଏ ।
2
ଆଲୋକର ବିଛୁରଣ ପ୍ରକ୍ରିୟା ପାଇଁ ଆକାଶ ନୀଳରଙ୍ଗ ଦେଖାଯାଏ ।
3
ଆଲୋକର ପ୍ରତିଫଳନ ପ୍ରକ୍ରିୟା ଆକାଶର ରଙ୍ଗକୁ ନୀଳ କରିଦିଏ ।
4
ଆଲୋକର ଅପସାରଣ ପ୍ରକ୍ରିୟାଦ୍ୱାରାଆକାଶ ନୀଳ ଦେଖାଯାଏ ।