ଦେଖିଲା ସୁନ୍ଦରୀ ସମ୍ମୁଖେ ଅପୂର୍ବ ସୁନ୍ଦର ଯୁବକ ବର, ଅଙ୍ଗବନ୍ତ କି ସେ ଅନଙ୍ଗ ଅଥବା ନରରୂପୀ ସୁଧାକର ! ଉଦ୍ଧୃତାଂଶଟିରେ କେଉଁ ଅଳଂକାର ପ୍ରଯୁକ୍ତ ?

1
ଉତ୍ପ୍ରେକ୍ଷା
2
ଉପମା
3
ରୂପକ
4
ଶ୍ଳେଷ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation