ନିମ୍ନଲିଖିତ କେଉଁ ବାକ୍ୟଟି ବିବୃତିସୂଚକ ବାକ୍ୟ ଅଟେ ? 

1
ବିଜୁବାବୁଙ୍କୁ ଓଡ଼ିଶାରେ ସମସ୍ତେ ଜାଣନ୍ତି ।
2
ବିଜୁବାବୁଙ୍କୁ ଓଡ଼ିଶାରେ କିଏ ନ ଜାଣେ ?
3
ବିଜୁବାବୁ ଓଡ଼ିଶାରେ କାହାକୁ ଅଜଣା ନୁହନ୍ତି ।
4
ବିଜୁବାବୁ ପୁଣି ଓଡ଼ିଶାରେ କାହାର ଅଜଣା !

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation