ଠେଙ୍ଗାଠେଙ୍ଗି - ଏହି ସମାସ ପଦଟିର ବିଗ୍ରହବାକ୍ୟ କ’ଣ ହେବ?

1
ଗୋଟିଏ ଠେଙ୍ଗା ସହିତ ଆଉ ଏକ ଠେଙ୍ଗାକୁ ବାଡେଇବା 
2
ଠେଙ୍ଗା ଦ୍ୱାରା କାହାକୁ ଆଘାତ କରିବା
3
ଠେଙ୍ଗାରେ ଠେଙ୍ଗାରେ ଯେଉଁ ଯୁଦ୍ଧ 
4
କେଉଁଟି ନୁହଁ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation