Anything that happens to us is within the knowledge of God. ସଠିକ ଅନୁବାଦ ଚିହ୍ନାଅ ?
1
ଆମର ଯାହା ଘଟେ ତାହା ଇଶ୍ଵରଙ୍କ ଅଞାତରେ ହିଁ ଘଟେ ।
2
ଆମର ଯାହା ଘଟେ ତାହା ଇଶ୍ଵରଙ୍କ ଇଛାରେ ହିଁ ଘଟୁଥାଏ |
3
ଆମର ଯାହା ଘଟେ ତାହା ଇଶ୍ଵରଙ୍କ ଜ୍ଞାତସାରରେ ହିଁ ଘଟୁଥାଏ |
4
ଆମର ଯାହା ଘଟେ ତାହା ଆମ କର୍ମ ଅନୁସାରେ ହିଁ ଘଟୁଥାଏ |