ବାପାମାଆ ଛେଉଣ୍ଡ ପିଲାମାନଙ୍କ ବାରମ୍ବାର ବାପାମାଆଙ୍କ କଥା ମନେ ପଡ଼େ - ଏହାକୁ ଜଟିଳ ବାକ୍ୟରେ ପରିଣତ କର।

1
ଯେତେବେଳେ ବାପା ମାଆ ମରିଯାଆନ୍ତି, ସେତେବେଳେ ତାଙ୍କ କଥା ମନେ ପଡ଼େ।
2
ବାପା ମାଆ ମରିଯାଇଥିବା ପିଲାମାନଙ୍କ ବାରମ୍ବାର ବାପାମାଆଙ୍କ କଥା ମନେ ପଡ଼େ।
3
ଯେଉଁ ପିଲାମାନଙ୍କ ବାପା ମାଆ ନାହାଁନ୍ତି, ସେମାନଙ୍କର ବାରମ୍ବାର ବାପାମାଆଙ୍କ କଥା ମନେ ପଡ଼େ।
4
କେଉଁଟି ନୁହଁ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation