ନିମ୍ନୋକ୍ତ ବାକ୍ୟମାନଙ୍କ ମଧ୍ୟରୁ ଶୁଦ୍ଧ ବାକ୍ୟଟି ଚିହ୍ନଟ କର ।

1
ଆଜିକାଲି ପ୍ରତ୍ୟେକ ପିଲାମାନଙ୍କର ପାଠ ପଢାରେ ଆଗ୍ରହ ନାହିଁ ।
2
ଆଜିକାଲି ପ୍ରତ୍ୟେକ ପିଲାର ପାଠ ପଢାରେ ଆଗ୍ରହ ନାହିଁ ।
3
ଆଁଜିକାଲି କୌଣସି ପିଲାମାନଙ୍କର ପାଠ ପଢାରେ ଆଗ୍ରହ ନାହିଁ ।
4
ଆଜିକାଲି କୌଣସି ପିଲାର ପାଠ ପଢାରେ ଆଗ୍ରହ ନାହିଁ ।

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation