'ଝିଣ୍ଟିକା ମାରି ବଣି ପୋଷିଲେ ଆସନ୍ତା ଥରକୁ ଭୋଟ ପାଇବ ତ?' - ରେଖାଙ୍କିତ ବାକ୍ୟାଂଶଟି କେଉଁ ଭାବ ସଂପ୍ରସାରଣ କରୁଛି?

1
ଦୁର୍ବଳକୁ ମାରି ସବଳକୁ ସାହାଯ୍ୟ କରିବା 
2
ଛୋଟ କଥାକୁ ବଡ଼ କରି ପ୍ରଚାର କରିବା
3
ଛୋଟକୁ ମାରି ବଡ଼ଲୋକଙ୍କ ବୋଲହାକି କରିବା
4
ଦୁର୍ବଳକୁ ଜୀବିକାରୁ ଉଚ୍ଛେଦ କରିବା 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation