ଛାତ୍ରଟି କହିଲା, "ମହାଶୟ, ମୁଁ ଠିକ୍ ସମୟରେ ବିଦ୍ୟାଳୟକୁ ଆସିଛି ।" - ଉକ୍ତି ପରିବର୍ତ୍ତନ କର ।

1
ଠିକ୍ ସମୟରେ ବିଦ୍ୟାଳୟକୁ ଆସିବା କଥା ଛାତ୍ରଟି କହିଲା ।
2
ଛାତ୍ରଟି ଠିକ୍ ସମୟରେ ବିଦ୍ୟାଳୟକୁ ଆସିବା କଥା କହିଲା ।
3
ଛାତ୍ରଟି ଶିକ୍ଷକଙ୍କୁ କହିଲା ଯେ ସେ ଠିକ୍ ସମୟରେ ବିଦ୍ୟାଳୟକୁ ଆସିଥିଲା ।
4
ବିଦ୍ୟାଳୟକୁ ଛାତ୍ରଟି ଠିକ୍ ସମୟରେ ଆସିଥିଲା, ଏହା ସେ ଶିକ୍ଷକଙ୍କୁ କହିଲା ।

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation