ନିମ୍ନଲିଖିତ କେଉଁ ବାକ୍ୟଟି ଏକ ମିଶ୍ର ବାକ୍ୟ ଅଟେ ।
1
ଯେମିତି ବିଦ୍ୟାମନ୍ଦିରରେ ସମସ୍ତେ ପ୍ରବେଶ କରୁଛନ୍ତି, ସେମିତି ଦେବମନ୍ଦିରରେ ମଧ୍ୟ କରିବେ।
2
ସୀମା ଯେତେବେଳେ ଟ୍ୟୁସନ ଯିବ ବୋଲି ବାହାରୁଥିଲା, ସେତେବେଳେ ଝଡ ହେଉଥିଲା ।
3
ବାଜାବାଲା ଓ ଗୀତିକାରମାନଙ୍କ ସହ ଯେଉଁ ସାଙ୍ଗମାନେ ମୋ ବାହାଘରକୁ ଆସିଥିଲେ, ବାପା ସେମାନଙ୍କୁ ପାଛୋଟି ଆଣିଲେ ଓ ସେମାନଙ୍କୁ ଯଥୋଚିତ ଅଭ୍ୟର୍ଥନା ମଧ୍ୟ କଲେ।
4
ରାଜେଶର ଡାକ ଶୁଣି ସୀମା ଧାଇଁ ଧାଇଁ ଆସିଲା।