ନିମ୍ନଲିଖିତ କେଉଁ ବାକ୍ୟଟି ଏକ ଯୌଗିକ ବାକ୍ୟ ଅଟେ ।

1
ମୋ ସାଙ୍ଗ ଆଜି ବହୁଦିନ ପରେ ସ୍କୁଲ ଆସିଲା ।
2
ସୀମା ଯେତେବେଳେ ଟ୍ୟୁସନ ଯିବ ବୋଲି ବାହାରୁଥିଲା, ସେତେବେଳେ ଝଡ ହେଉଥିଲା ।
3
ସୁରେଶ ମନ୍ଦିର ଗଲା, କିନ୍ତୁ ଠାକୁର ଦର୍ଶନ କରିପାରିଲା ନାହିଁ ।
4
ଯେଉଁ ପିଲାଟି ହସୁଥିଲା, ସେ କୁଆଡ଼େ ଗଲା?  

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation