ରାମାୟଣରେ ଅନେକ ଶିକ୍ଷଣୀୟ କାହାଣୀ ଅଛି। - ଏହାକୁ ବିସ୍ମୟସୂଚକ ବାକ୍ୟରେ ରୂପାନ୍ତର କର। 

1
ରାମାୟଣରେ ଥିବା କାହାଣୀଗୁଡ଼ିକ ଶିକ୍ଷଣୀୟ କି?
2
ରାମାୟଣର କାହାଣୀଗୁଡ଼ିକ କି ଶିକ୍ଷଣୀୟ! 
3
ରାମାୟଣରେ କାହାଣୀଗୁଡ଼ିକରୁ ଅନେକ ଶିଖିବାର ଅଛି।
4
କେଉଁଟି ନୁହଁ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation