ନିମ୍ନଲିଖିତ କେଉଁ ବାକ୍ୟଟି ଏକ ଜଟିଳ ବାକ୍ୟ ଅଟେ ।

1
ବାପା କେବେ ଆଶା କରି ନ ଥିଲେ ଯେ, ସନାତନ ଶ୍ରେଣୀରେ ପ୍ରଥମ ହେବ। 
2
ରମେଶ ଦ୍ୱାରା ଏ କାମ କେବେ ବି ହେବ ନାହିଁ। 
3
ରୂପା ପହଞ୍ଚିଲା, ସୁଷମା ଆସିଲା ଓ ଉଭୟେ ମିଶି ପାଠ ପଢିଲେ।
4
ଅରୁଣ କାଲି ଗଛରେ ଚଢି ଆମ୍ବ ତୋଳିଥିଲା।

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation