ଜୋନାଲ କାଉନସିଲ ସମ୍ପର୍କରେ, ନିମ୍ନଲିଖିତ ବିବୃତ୍ତିଗୁଡିକ ଉପରେ ବିଚାର କରନ୍ତୁ।
1. ଜୋନାଲ କାଉନସିଲ ହେଉଛି ବୈଧାନିକ ସଂସ୍ଥା ।
2. ପ୍ରଧାନମନ୍ତ୍ରୀ ଜୋନାଲ କାଉନସିଲର ଅଧ୍ୟକ୍ଷ ଅଟନ୍ତି ।
ଭାରତର ସମସ୍ତ ଜୋନାଲ କାଉନସିଲ ରାଜ୍ୟ ପୁନର୍ଗଠନ ଆଇନ 1956 ଅଧୀନରେ ସ୍ଥାପିତ ।
ଉପରୋକ୍ତ ବିବୃତ୍ତି ଗୁଡ଼ିକ ମଧ୍ୟରୁ କେଉଁଟି ଠିକ୍ ଅଟେ?
1
କେବଳ 1
2
କେବଳ 1 ଏବଂ 3
3
କେବଳ 2 ଏବଂ 3
4
1, 2 ଏବଂ 3