ସେହି ସମୂହର ଚୟନ କରନ୍ତୁ ଯେଉଁଥିରେ ସଂଖ୍ୟାଗୁଡ଼ିକ ସେହିପରି ସମ୍ବଦ୍ଧିତ ଯେପରି ନିମ୍ନଲିଖିତ ସମୁହର ସଂଖ୍ୟାଗୁଡ଼ିକ ଅଛି ।  

ଟିପ୍ପଣୀ: ସଂଖ୍ୟାଗୁଡ଼ିକୁ ଏହାର ଉପାଦାନ ସଂଖ୍ୟାରେ ନ ଭାଙ୍ଗି ସଂପୂର୍ଣ୍ଣ ସଂଖ୍ୟା ଉପରେ ଅପରେସନ୍ କରାଯିବା ଉଚିତ । ଉଦାହରଣ 13 - 13 ରେ ଅପରେସନ୍ କରିବା ଯେପରିକି 13 ରେ ଯୋଗ କରିବା/ବିୟୋଗ କରିବା/ଗୁଣନ ଇତ୍ୟାଦି କରାଯାଇପାରିବ ।  13 କୁ 1 ଏବଂ 3 କୁ ଭାଙ୍ଗିବା ଏବଂ ତା’ପରେ 1 ଏବଂ 3 ରେ ଗାଣିତିକ କାର୍ଯ୍ୟ କରିବା ଅନୁମତିପ୍ରାପ୍ତ ନୁହେଁ)

(6, 16, 8)

(5, 15, 9)

1
(4, 12, 11)
2
(3, 11, 11)
3
(3, 19, 11)
4
(4, 32, 8)

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation