ନିର୍ଦ୍ଦେଶ: ନିମ୍ନଲିଖିତ ବାର୍ ଗ୍ରାଫକୁ ସାବଧାନତାର ସହ ଅଧ୍ୟୟନ କରନ୍ତୁ ଏବଂ ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ।

ବାର ଗ୍ରାଫରେ ଲେନୋଭୋ କମ୍ପାନୀ ଦ୍ୱାରା କ୍ରମାଗତ ଚାରି ବର୍ଷ ମଧ୍ୟରେ ଉତ୍ପାଦିତ ତିନୋଟି ଭିନ୍ନ ଭିନ୍ନ ଲାପଟପ୍ (ଆଇଡିଆଲପ୍ୟାଡ୍ ସ୍ଲିମ୍ 3i,ଆଇଡିଆଲପ୍ୟାଡ୍ ଗେମିଂ 3i ଏବଂ ଥିଙ୍କପ୍ୟାଡ୍ E14) ଦର୍ଶାଯାଇଛି।

2017 ରେ ଉତ୍ପାଦିତ ଆଇଡିଆଲ୍ ପ୍ୟାଡ୍ ସ୍ଲିମ୍ 3i ଏବଂ ଆଇଡିଆଲ୍ ପ୍ୟାଡ୍ ଗେମିଙ୍ଗ 3i ମଧ୍ୟରେ ପାର୍ଥକ୍ୟ ଏବଂ 2020 ରେ ଉତ୍ପାଦିତ ଆଇଡିଆଲପ୍ୟାଡ୍ ସ୍ଲିମ୍ 3i ଏବଂ ଥିଙ୍କପ୍ୟାଡ୍ E14 ମଧ୍ୟରେ ପାର୍ଥକ୍ୟର କେତେ ପ୍ରତିଶତ?

1
54%
2
65%
3
45%
4
50%

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation