Comprehension Passage
ନିର୍ଦ୍ଦେଶ: ନିମ୍ନରେ ଦିଆଯାଇଥିବା ବାର୍ ଗ୍ରାଫ୍ ରେ ଜଣେ ଦୋକାନୀ କିଣିଥିବା ପଚିନଥିବା ଫଳ ସଂଖ୍ୟା ଏବଂ ପଚିଯାଇଥିବା ଫଳସଂଖ୍ୟା ଦର୍ଶାଯାଇଅଛି ।
ଯଦି ଦୋକାନୀ କଦଳୀ ପିଛା 4 ଟଙ୍କାରେ କଦଳୀ କିଣି କେବଳ ପଚିନଥିବା କଦଳୀକୁ ଡଜନ ପିଛା 40 ଟଙ୍କାରେ ବିକ୍ରି କରନ୍ତି, ତେବେ କଦଳୀ ଉପରେ ଦୋକାନୀଙ୍କର କେତେ କ୍ଷତି ହେଲା?
1
45.83%
2
42.67%
3
39.97%
4
48.35%