ଦ୍ୱିତୀୟ ସଂଖ୍ୟା ପ୍ରଥମ ସଂଖ୍ୟା ସହିତ ଯେପରି ଜଡିତ ସେହିପରି ସମାନ ଭାବରେ ଚତୁର୍ଥ ସଂଖ୍ୟା ତୃତୀୟ ସଂଖ୍ୟା ସହିତ ଜଡିତ ଏବଂ ଷଷ୍ଠ ସଂଖ୍ୟା ପଞ୍ଚମ ସଂଖ୍ୟା ସହିତ ଜଡିତ । ତେବେ ସପ୍ତମ ସଂଖ୍ୟା ସହିତ କେଉଁ ସଂଖ୍ୟା ଜଡିତ ବିକଳ୍ପରୁ ଚୟନ କରନ୍ତୁ,
3 : 8 :: 7 : 16 :: 4 : 10 :: 8 : ?
1
22
2
16
3
12
4
18