କଳ୍ପନା ଚାୱଲଙ୍କ ବିଷୟରେ ନିମ୍ନ ଲିଖ୍ କେଉଁ ଉଦ୍ଭଟି ଭୁଲ ଅଟେ?

1
ସେ ଜଣେ ଭାରତ ଜନ୍ମିତ ରୁଷୀୟ ମହାଆକାଶ ଯାତ୍ରୀ ଓ ଯନ୍ତ୍ରୀ ଥିଲେ ।
2
1997 ମସିହାରେ ଏକ 16 ଦିନିଆ ଯାତ୍ରାରେ ମହାକାଶ ଯାନ କଲମ୍ବିୟାରେ ମହାକାଶକୁ ଯାତ୍ରା କରିଥିଲେ ।
3
2003 ମସିହା ଫେବ୍ରୁଆରୀ 1 ତାରିଖ ଦିନ କୋଲୋମ୍ବିଆ ଯାନର ଦ୍ୱିତୀୟ ମାହାକାଶ ଯାତ୍ରାରୁ ପୃଥ‌ିବୀକୁ ଫେରୁଥିବା ବେଳେ ଅନ୍ୟ 6 ଜଣ ସହ ଯାତ୍ରୀଙ୍କ ସହିତ ମୃତ୍ୟୁ ବରଣ କରିଥିଲେ ।
4
କୌଣସିଟି ଠିକ୍ ନୁହେଁ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation