ଜଣେ ଲୋକ ଏକ T.V କୁ 3450 ଟଙ୍କାରେ ବିକ୍ରିକରି 15% ଲାଭ କଲେ ଓ ଅନ୍ୟ ଏକ T.V କୁ 10% କ୍ଷତିରେ
ବିକ୍ରିକଲେ । ଯଦି ମୋଟ ଉପରେ ତାଙ୍କର ଲାଭ କିମ୍ବା କ୍ଷତି ହୋଇ ନ ଥାଏ, ତେବେ ଦିତୀୟ T.V. ର ବିକ୍ରି ମୂଲ୍ୟ କେତେ ?

1
3450 ଟଙ୍କା
2
4000 ଟଙ୍କା
3
4500 ଟଙ୍କା
4
ଏଗୁଡ଼ିକ ମଧ୍ୟରୁ କୌଣସିଟି ନୁହେଁ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation