Comprehension Passage

ନିମ୍ନରେ ଦିଆଯାଇଥିବା ସାରଣୀରେ ୧୯୯୧ ମସିହାରେ ବୟସ ବର୍ଗ ଅନୁଯାୟୀ ରାଜ୍ୟର ମୋଟ ଜନସଂଖ୍ୟାର ପ୍ରତିଶତ ଦର୍ଶାଯାଇଛି । ସାରଣୀ ଅଧ୍ୟୟନ କରନ୍ତୁ ଏବଂ ନିମ୍ନରେ ଦିଆଯାଇଥୁବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ ।

ବୟସ ଗୋଷ୍ଠୀ

ଶତକଡା

 15 ପର୍ଯ୍ୟନ୍ତ

30

16-25

17.75

26-35

17.25

36-45

14.5

46-55

14.25

56-65

5.12

66 ଏବଂ ଉପରେ

1.13

ସମୁଦାୟ

100

ଯଦି 56 ବର୍ଷ କିମ୍ବା ତା’ ଠାରୁ ଅଧିକ ବୟସବର୍ଗର 10 ନିୟୁତ ଲୋକ ଅଛନ୍ତି, ତେବେ 16-25 ଏବଂ 46- 55 ବର୍ଷ ବୟସ୍କବର୍ଗର ମୋଟ ଲୋକଙ୍କ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ କେତେ ? 

1
6.8 ନିୟୁତ (ପାଖାପାଖି)
2
5.6 ନିୟୁତ (ପାଖାପାଖି)
3
28.4 ନିୟୁତ (ପାଖାପାଖି)
4
34.7 ନିୟୁତ (ପାଖାପାଖି)

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation