ନିମ୍ନରେ ଦିଆଯାଇଥିବା ଏକ ପ୍ରଶ୍ନ ପାଇଁ ଦୁଇଟି ବିବୃତ୍ତି ଦିଆଯାଇଛି। ବିଶ୍ଳେଷଣ କରନ୍ତୁ ଏବଂ ସ୍ଥିର କରନ୍ତୁ ଯେ ଦିଆଯାଇଥିବା ବିବୃତ୍ତିରୁ ପ୍ରଶ୍ନର ଉତ୍ତର ଦିଆଯାଇପାରିବ କି?

ପ୍ରଶ୍ନ: ସେମାନଙ୍କ ମଧ୍ୟରେ ସବୁଠାରୁ ଛୋଟ କିଏ?

ବିବୃତ୍ତି I: ରାମ ରୋହନଠାରୁ ଛୋଟ ଏବଂ ମୋହନଠାରୁ ବଡ଼ ।

ବିବୃତ୍ତି ll: ରୋହନ ଏବଂ ଅନୁଠାରୁ ମୋହନଙ୍କ ଉଚ୍ଚତା ଅଧିକ।

1

କେବଳ ବିବୃତ୍ତି ll ଯଥେଷ୍ଟ

2

କେବଳ  ବିବୃତ୍ତି l ଯଥେଷ୍ଟ

3

ବିବୃତ୍ତି I ଏବଂ II ଏକତ୍ର ଯଥେଷ୍ଟ 

4

ବିବୃତ୍ତି I ଏବଂ II ଏକତ୍ର ଯଥେଷ୍ଟ ନୁହେଁ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation