state gov OSSC Vital Statistics Assistant (VSA) Mock Test 2023 Logical Reasoning Ordering and Ranking
ସାତ ସାଙ୍ଗ A, B, C, D, E, F ଏବଂ G ମଧ୍ୟରେ, G,A ଏବଂ C ଠାରୁ ବଡ ଅଟେ । C, D ଠାରୁ ବଡ ଅଟେ । F କେବଳ ଜଣେ ସାଙ୍ଗ ଠାରୁ ବଡ । A ହେଉଛି ତୃତୀୟ ବଡ । E ହେଉଛି ସବୁଠାରୁ ସାନ । G, B ଠାରୁ ସାନ । ସବୁଠାରୁ ବଡ କିଏ ।
1
G
2
F
3
B
4
C