ନିମ୍ନଲିଖିତ ପ୍ରଶ୍ନ ରେ, କିଛି ବିବୃତ୍ତି ସହ କିଛି ଉପସଂହାର ଦିଆଯାଇଛି । ଯଦିଓ ବିବୃତ୍ତିଗୁଡିକୁ ସତ୍ୟ ଆଧାର କର, ଯଦିଓ ସେଗୁଡିକ ସାଧାରଣ ଜଣାଶୁଣା ତଥ୍ୟଠାରୁ ଭିନ୍ନ ମନେ ହୁଏ, ସମସ୍ତ ଉପସଂହାର ଗୁଡିକୁ ପଢନ୍ତୁ ଏବଂ ତାପରେ ଦିଆଯାଇଥିବା ଉପସଂହାର ମଧ୍ୟରୁ କେଉଁଟି ଯୁକ୍ତିଯୁକ୍ତ ଭାବରେ ପ୍ରଦତ୍ତ ବିବୃତ୍ତି କୁ ଅନୁସରଣ କରୁଛି ସ୍ଥିର କରନ୍ତୁ ।
ବିବୃତ୍ତି:
ସବୁ ମ୍ଯାଟ ଗୁଡିକ ନଦିଆକତା ।
ସବୁ ନଦିଆକତା ଝୋଟ ଅଟେ ।
ଉପସଂହାର:
1. ସବୁ ଝୋଟ ନଡିଆକତା ।
2. ସବୁ ମ୍ଯାଟ ଝୋଟ ଅଟେ ।
1
କୌଣସି ଉପସଂହାର ଅନୁସରଣ କରୁନାହିଁ
2
କେବଳ ଉପସଂହାର 1 ଅନୁସରଣ କରୁଛି
3
କେବଳ ଉପସଂହାର 2 ଅନୁସରଣ କରୁଛି
4
ସମସ୍ତ ଉପସଂହାର ଅନୁସରଣ କରୁଛି