Comprehension Passage
ନିର୍ଦ୍ଦେଶ: ନିମ୍ନଲିଖିତ ବାର୍ ଗ୍ରାଫ୍ କୁ ଧ୍ୟାନର ସହ ପଢ଼ନ୍ତୁ ଏବଂ ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ।
ନିମ୍ନଲିଖିତ ବାର ଗ୍ରାଫ୍ ରେ ଏକ କମ୍ପାନୀ ଦ୍ୱାରା 5 ବର୍ଷରେ (ହଜାର ରେ) 3 ଟି ଭିନ୍ନ ମଡେଲର କାର୍ ସଂଖ୍ୟା ଦର୍ଶାଯାଇଛି ।
2014 ଓ 2015 ରେ ମଡେଲ A କାର୍ ର ହାରାହାରି ଏବଂ 2014 ଓ 2015 ରେ ମଡେଲ୍ B କାର୍ ର ହାରାହାରି ମଧ୍ୟରେ ଅନ୍ତର କେତେ ନିର୍ଣ୍ଣୟ କର ?
1
2000
2
3000
3
1500
4
1750