ପ୍ରାଥମିକ, ନିମ୍ନ ମାଧ୍ୟମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀର ଛାତ୍ରଛାତ୍ରୀମାନେ ରିଲିଫ୍ ପାଣ୍ଠି ପାଇଁ ଦାନ ସଂଗ୍ରହ କରିଥିଲେ, ଯାହା କି ଦିଆଯାଇଥିବା ପାଇ ଚାର୍ଟରେ ଦର୍ଶାଯାଇଛି। ଯଦି ନିମ୍ନ ମାଧ୍ୟମିକଙ୍କ ଠାରୁ ଆଦାୟ ହୋଇଥିବା ଦାନ 6,750, ଟଙ୍କା ଥିଲା, ତେବେ ମାଧ୍ୟମିକ ଶ୍ରେଣୀ ତୁଳନାରେ ନିମ୍ନ ମାଧ୍ୟମିକ ଶ୍ରେଣୀ କେତେ ଅଧିକ ଟଙ୍କା ଆଦାୟ କଲେ?
1
6,075
2
675
3
1,125
4
2025