state gov Odisha Fireman Mock Test 2023 Current Affairs Government Policies and Schemes Social Security Schemes
ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିକଟରେ ଆରମ୍ଭ କରାଯାଇଥିବା AMLAN ମିଶନ ନିମ୍ନରେ ଦିଆଯାଇଥିବା ମିଶନ ଗୁଡିକ ମଧ୍ୟରୁ କେଉଁଟି ସହ ଜଡିତ?
1
ଅଣସଂକ୍ରାମକ ରୋଗର ମୂଳୋତ୍ପାଟନ
2
ଯକ୍ଷ୍ମା ରୋଗର ମୂଳୋତ୍ପାଟନ
3
ସିକଲସେଲ ରକ୍ତହୀନତା ରୋଗର ମୂଳୋତ୍ପାଟନ
4
ରକ୍ତହୀନତା ଦୂର କରିବା