ନିମ୍ନରେ ପ୍ରଶ୍ନ ଦୁଇଟି ବିବୃତ୍ତି 1 ଏବଂ 2 କୁ ନେଇ ଗଠିତ। ପ୍ରଶ୍ନର ଉତ୍ତର ଦେବାକୁ ବିବୃତ୍ତି ରେ ପ୍ରଦତ୍ତ ତଥ୍ୟ ଯଥେଷ୍ଟ କି ନୁହେଁ ତୁମକୁ ସ୍ଥିର କରିବାକୁ ପଡିବ। ଉଭୟ ବିବୃତ୍ତି ପଢନ୍ତୁ ଏବଂ ସଠିକ୍ ବିକଳ୍ପ ବାଛନ୍ତୁ।
ପ୍ରଶ୍ନ: 'good' ପାଇଁ କୋଡ୍ କ’ଣ ହେବ?
1. "All are very beauty" ଅର୍ଥାତ୍ 'Ka Ta Pa Ra' ।
2. "They are good" ଅର୍ଥାତ୍ Ya Ra Sa ।
1
ପ୍ରଶ୍ନର ଉତ୍ତର ଦେବା ପାଇଁ ଉଭୟ ବିବୃତ୍ତି 1 ଓ 2 ର ତଥ୍ୟ ଏକାଠି ଯଥେଷ୍ଟ।
2
ପ୍ରଶ୍ନର ଉତ୍ତର ଦେବା ପାଇଁ ଉଭୟ ବିବୃତ୍ତି 1 ଓ 2 ର ତଥ୍ୟ ଏକାଠି ଯଥେଷ୍ଟ ନୁହେଁ।
3
ପ୍ରଶ୍ନର ଉତ୍ତର ଦେବା ପାଇଁ କେବଳ ବିବୃତି 1 ର ତଥ୍ୟ ଯଥେଷ୍ଟ ।
4
ପ୍ରଶ୍ନର ଉତ୍ତର ଦେବା ପାଇଁ କେବଳ ବିବୃତି 2 ର ତଥ୍ୟ ଯଥେଷ୍ଟ ।