ଯଦି ଆପଣ ବାମକୁ ମୋଡ଼ିବାକୁ ଚାହୁଁଛନ୍ତି, ତେବେ ଆପଣ ଆପଣଙ୍କର ଗାଡ଼ିକୁ କେଉଁଠାରୁ ଚଳାଇବା ଆରମ୍ଭ କରିବେ?

1
ରାସ୍ତାର ମଧ୍ୟଭାଗରୁ
2
ରାସ୍ତାର ବାମପାଶ୍ୱରୁ
3
ରାସ୍ତାର ଡାହାଣପାଶ୍ୱରୁ
4
ଏହି କୌଣସିଟି ନୁହେଁ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation