Comprehension Passage
ନିମ୍ନଲିଖିତ ‘ପାଇ ଚାର୍ଟ’ରେ ଭାରତୀୟ ଜାତୀୟ ରାଜପଥ ପ୍ରାଧୂକରଣ (ଏନ୍. ଏଚ୍. ଏ. ଆଇ)ର ଦ୍ବିତୀୟ ପର୍ଯ୍ୟାୟ ପ୍ରକଳ୍ପ ପାଇଁ ଆଦାୟ କରାଯାଇଥିବା ପାଣ୍ଠିର ଉତ୍ସ ଦର୍ଶାଯାଇଛି । ପାଇ-ଚାର୍ଟ ଅଧ୍ୟୟନ କରନ୍ତୁ ଏବଂ ପରବର୍ତ୍ତି ପ୍ରଶ୍ନ 27 ରୁ 30 ର ଉତ୍ତର ଦିଅନ୍ତୁ ।
(ଏନ୍ଏସ୍ଏଆଇ) ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପ ପାଇଁ ଆଦାୟ କରାଯାଇଥିବା ପାଣ୍ଠିର ଉତ୍ସ (କୋଟି ଟଙ୍କାରେ)
ପାଖାପାଖି 20% ପାଣ୍ଠି, କେଉଁ ଉତ୍ସରୁ ଆଦାୟ କରାଯିବ ?
1
ଏସପିଭିଏସ୍
2
ବୈଦିଶିକ ସହାୟତା
3
ବାର୍ଷିକୀ ରାଶି
4
ବଜାର ଋଣ