Comprehension Passage
ନିମ୍ନଲିଖିତ ‘ପାଇ ଚାର୍ଟ’ରେ ଭାରତୀୟ ଜାତୀୟ ରାଜପଥ ପ୍ରାଧୂକରଣ (ଏନ୍. ଏଚ୍. ଏ. ଆଇ)ର ଦ୍ବିତୀୟ ପର୍ଯ୍ୟାୟ ପ୍ରକଳ୍ପ ପାଇଁ ଆଦାୟ କରାଯାଇଥିବା ପାଣ୍ଠିର ଉତ୍ସ ଦର୍ଶାଯାଇଛି । ପାଇ-ଚାର୍ଟ ଅଧ୍ୟୟନ କରନ୍ତୁ ଏବଂ ପରବର୍ତ୍ତି ପ୍ରଶ୍ନ 27 ରୁ 30 ର ଉତ୍ତର ଦିଅନ୍ତୁ ।
(ଏନ୍ଏସ୍ଏଆଇ) ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପ ପାଇଁ ଆଦାୟ କରାଯାଇଥିବା ପାଣ୍ଠିର ଉତ୍ସ (କୋଟି ଟଙ୍କାରେ)
ଯଦି ଏନ୍ଏଚ୍ଆଇକୁ ବୈଦେଶିକ ସହାୟତା ଭାବରେ ସମୁଦାୟ 9695 କୋଟି ଟଙ୍କା ମିଳିପାରେ, ତେବେ ପାଣ୍ଠିର ଅଭାବକୁ ଦୂର କରିବା ପାଇଁ ଏହା ବଜାର ରଣକୁ କେତେ ପ୍ରତିଶତ (ପାଖାପାଖି) ବୃଦ୍ଧି କରିବ ?
1
4.5%
2
7.5%
3
6%
4
8%