ଆପଣଙ୍କୁ ଏକ ପ୍ରଶ୍ନ ଏବଂ ଦୁଇଟି ବିବୃତ୍ତି ଦିଆଯାଇଛି। ପ୍ରଶ୍ନର ଉତ୍ତର ଦେବାକୁ କେଉଁ ବିବୃତ୍ତି ଗୁଡ଼ିକ ଆବଶ୍ୟକ / ଯଥେଷ୍ଟ ଚିହ୍ନଟ କରନ୍ତୁ।
ବର୍ତ୍ତମାନ ଠାରୁ 3 ବର୍ଷ ପରେ S ର ବୟସ କେତେ ହେବ?
ବିବୃତ୍ତି:
1. M ର ବର୍ତ୍ତମାନ ବୟସ 25 ବର୍ଷ
2. S M ଠାରୁ 10 ବର୍ଷ ସାନ ଅଟେ
1
କେବଳ ବିବୃତି 2 ଯଥେଷ୍ଟ
2
କେବଳ ବିବୃତି 1 ଯଥେଷ୍ଟ
3
ବିବୃତି 1 ଏବଂ 2 ଏକାଠି ଯଥେଷ୍ଟ ନୁହେଁ
4
ବିବୃତ୍ତି 1 ଏବଂ 2 ଏକତ୍ର ଆବଶ୍ୟକ