Comprehension Passage

ନିମ୍ନରେ ଦିଆଯାଇଥିବା ପାଇ ଚାର୍ଟରେ ଏକ କମ୍ପାନୀର ବିଭିନ୍ନ ବିଭାଗ ଦ୍ୱାରା ହୋଇଥିବା ଖର୍ଚ୍ଚକୁ ଉପସ୍ଥାପନ କରାଯାଇଛି । ପ୍ରତ୍ୟେକ ଖର୍ଚ୍ଚକୁ କମ୍ପାନୀର ମୋଟ ଖର୍ଚ୍ଚର ପ୍ରତିଶତ ଭାବରେ ଦର୍ଶାଯାଇଛି ।

ପାଇ ଚାର୍ଟରେ ପ୍ରଦର୍ଶିତ କେନ୍ଦ୍ରୀୟ କୋଣ କୌଣସି ଚୟନିତ ସ୍କେଲ ଅନୁଯାୟୀ ନୁହେଁ।

ଯଦି କମ୍ପାନୀର ମୋଟ ଖର୍ଚ୍ଚ 20 ଲକ୍ଷ ଟଙ୍କା ଅଟେ ।  ତେବେ D2, D4, ଏବଂ D5 ବିଭାଗର ମୋଟ ଖର୍ଚ୍ଚ କେତେ ହେବ ?

1
13,60,000 ଟଙ୍କା
2
12,60,000 ଟଙ୍କା
3
10,40,000 ଟଙ୍କା
4
9,00,000 ଟଙ୍କା

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation