Comprehension Passage

ନିର୍ଦ୍ଦେଶନା:  ନିମ୍ନଲିଖିତ ଲାଇନ ଗ୍ରାଫ ଏକ କମ୍ପାନୀ ଦ୍ଵାରା 1995 ରୁ 2001 ପର୍ଯ୍ୟନ୍ତ ହେଇଥିବା ଆମଦାନୀ ଏବଂ ରପ୍ତାନୀ ର ଅନୁପାତ କୁ ଦର୍ଶାଯାଇଛି ।

 

  ବର୍ଷ ଗୁଡିକ ମଧ୍ୟରେ ଆମଦାନୀ ଏବଂ ରପ୍ତାନୀ ପରିମାଣ ର ଅନୁପାତ  । 

jଯଦି 1998 ରେ ଆମଦାନୀ 250 କୋଟି ଥିଲା ଏବଂ  ମୋଟ ରପ୍ତାନୀ 1998 ଏବଂ 1999 ଏକାଠି 500 କୋଟି ଟଙ୍କା, ତେବେ 1999 ରେ ହେଇଥିବା ରପ୍ତାନୀ ଥିଲା:

1
250 କୋଟି ଟଙ୍କା 
2
300 କୋଟି ଟଙ୍କା 
3
357 କୋଟି ଟଙ୍କା 
4
420 କୋଟି ଟଙ୍କା 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation