400 ମିଟର ଦୂରରୁ ଜଣେ ପୁଲିସ କର୍ମଚାରୀ ଜଣେ ଚୋରକୁ ଦେଖିଥିଲେ । ଯେତେବେଳେ ପୋଲିସ କର୍ମଚାରୀ ପିଛା କରିବା ଆରମ୍ଭ କରନ୍ତି, ଚୋର ମଧ୍ୟ ଦୌଡ଼ିବା ଆରମ୍ଭ କରିଦିଏ । ଯଦି ଚୋରର ବେଗ ଘଣ୍ଟାପ୍ରତି 32 କିଲୋମିଟର ଓ ପୋଲିସ କର୍ମଚାରୀଙ୍କ ବେଗ ଘଣ୍ଟା ପ୍ରତି 40 କିଲୋମିଟର, ତେବେ ଚୋରକୁ ଅତିକ୍ରମ କରିବା ପୂର୍ବରୁ କେତେ ଦୂର ଦୌଡ଼ିଥାନ୍ତା?
1
1500 ମିଟର
2
1000 ମିଟର
3
1200 ମିଟର
4
1600 ମିଟର