ଆଣ୍ଡାମାନ ଏବଂ ନିକୋବର ଦ୍ଵିପପୁଞ୍ଜ ସୂଚନାରେ, ନିମ୍ନ ବାକ୍ୟକୁ ବିଚାର କୁ ନିଅନ୍ତୁ:
I. ଆଣ୍ଡାମାନ ଏବଂ ନିକୋବର ଦ୍ଵିପପୁଞ୍ଜ ଆରକନ ୟୋମା ଶ୍ରେଣୀ ର ଦକ୍ଷିଣ ଆଡକୁ ବିସ୍ତୃତ ।
II. ଉତ୍ତର ରେ ଗ୍ରେଟ ଆଣ୍ଡାମାନ ଦ୍ଵିପ ନିକୋବର ଦ୍ଵିପ ଦକ୍ଷିଣ ରୁ 10 ଡିଗ୍ରୀ ଚ୍ୟାନେଲ ଦ୍ଵାରା ଅଲଗା ହେଇଛି ।
ଉପରୋକ୍ତ ବାକ୍ୟ ମଧ୍ୟ ରୁ କେଉଣୀ ସଠିକ ?
1
କେବଳ I
2
କେବଳ II
3
ଉଭୟ I ଏବଂ II
4
I କିମ୍ବା II ନୁହେଁ