ଅକ୍ଷରା ଗୋଟିଏ ଜିନିଷକୁ 25,000 ଟଙ୍କାରେ ବିକ୍ରି କରିଥିଲେ । ଯଦି ସେ ବିକ୍ରୟ ମୂଲ୍ୟ ଉପରେ 15% ରିହାତି ଦେଇଥାନ୍ତେ, ତେବେ ସେ 10% ଲାଭ ପାଇଥାନ୍ତେ । ତେବେ କ୍ରୟ  ମୂଲ୍ୟ କେତେ ହେବ ?

1
18,318.20 ଟଙ୍କା
2
20,318.18 ଟଙ୍କା
3
25,519.20 ଟଙ୍କା
4
19,318.18 ଟଙ୍କା

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation