ନିମ୍ନଲିଖିତ ବିବୃତ୍ତି ଗୁଡିକ ବିଚାର କରନ୍ତୁ
1. ଜି କେ ଗୋଖଲେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବନାରସ ଅଧିବେଶନରେ ଭାରତୀୟ ଜାତୀୟ କଂଗ୍ରେସ ସ୍ୱଦେଶୀ ଡାକରା ଗ୍ରହଣ କରିଥିଲା ।
2. ସ୍ୱଦେଶୀ ଆନ୍ଦୋଳନକୁ ଅର୍ଥ ଯୋଗାଇବା ପାଇଁ ସେହି ସମୟରେ ତିଳକ ସ୍ୱରାଜ ପାଣ୍ଠି ଗଠନ କରାଯାଇଥିଲା ।
ଉପରୋକ୍ତ ବିବୃତ୍ତି ଗୁଡ଼ିକ ମଧ୍ୟରୁ କେଉଁଟି ଠିକ୍ ଅଟେ ?
1
କେବଳ 1
2
କେବଳ 2
3
ଉଭୟ 1 ଏବଂ 2
4
1 କିମ୍ବା 2 ନୁହେଁ