ରାମ ଗାଈ କୁ 12% କ୍ଷତି ରେ ବିକ୍ରି କଲା । ଯଦି ସେ ଗାଈ କୁ 7680 ଟଙ୍କା ଅଧିକ ରେ ବିକ୍ରି କରିଥାନ୍ତା, ତେବେ ତାକୁ 12% ର ଲାଭ ହେଇଥାନ୍ତା । ପୁଣି ଯଦି ସେ ଗାଈ କୁ 37760ଟଙ୍କା ରେ ବିକ୍ରି କରେ, ତେବେ ତାକୁ ଲାଭ କେତେ ଶତକଡା ହେବ ?
1
18%
2
22%
3
14%
4
12%