440 ମିଲି ଓଜନର ଏକ ପାନୀୟରେ 4 : 7 ଅନୁପାତରେ ତରଳ ପଦାର୍ଥ P ଏବଂ Q ଥାଏ । ଯଦି ପାନୀୟରେ 50 ମିଲିଲିଟର ତରଳ P ମିଶାଯାଏ ତେବେ ବର୍ତ୍ତମାନ ପାନୀୟରେ ଦୁଇଟି ତରଳ ପଦାର୍ଥର ଅନୁପାତ କେତେ ହୋଇଯାଏ ?
1
3: 4
2
3: 7
3
1: 4
4
5: 4