ଗୋଟିଏ ଜିଲ୍ଲାରେ 2 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ନିର୍ବାଚନ ହୋଇଥିଲା । 25% ଭୋଟ୍ ଅବୈଧ ଘୋଷଣା କରାଯାଇଥିଲା । 2 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ 64% ବୈଧ ଭୋଟ ପାଇ ନିର୍ବାଚନ ଜିତିଛନ୍ତି । ଯଦି ସମୁଦାୟ ଭୋଟ୍ ସଂଖ୍ୟା 13500, ତେବେ ଅବୈଧ ଭୋଟ୍ ସଂଖ୍ୟା ଏବଂ ଉଭୟ ପ୍ରାର୍ଥୀଙ୍କ ଭୋଟ୍ ସଂଖ୍ୟାର ଅନ୍ତର ନିର୍ଣ୍ଣୟ କରନ୍ତୁ ।

1
2835, 3645
2
3375, 2835
3
10125, 3375
4
10125, 2835

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation