ଜଣେ ଭଦ୍ରବ୍ୟକ୍ତି ତାଙ୍କ ପତ୍ନୀ, 5 ଜଣ ପୁଅ ଓ 4 ଜଣ ଝିଅଙ୍କୁ ବଣ୍ଟନ କରିବା ପାଇଁ 39000 ଟଙ୍କା ରଖିଥିଲେ । ଯଦି ପ୍ରତ୍ୟେକ ପୁଅ ଗୋଟିଏ ଝିଅଠାରୁ ତିନି ଗୁଣ ଅଧିକ ପାଆନ୍ତି ଏବଂ ପ୍ରତ୍ୟେକ ଝିଅ ତାଙ୍କ ମା'ଙ୍କ ଠାରୁ ଦୁଇଗୁଣ ଅଧିକ ପାଆନ୍ତି, ତେବେ ପତ୍ନୀଙ୍କ ଭାଗ କେତେ ହେବ ?
1
1000 ଟଙ୍କା
2
1200 ଟଙ୍କା
3
1500 ଟଙ୍କା
4
2000 ଟଙ୍କା